ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ : ପଚରାଉଚରା ଜାରି

ରାୟଗଡ଼ାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରେ ଚେତା ପଶିଲା ଭୁବନେଶ୍ୱର: ରାୟଗଡ଼ାରେ ରୁଷ୍ ନାଗରିକଙ୍କ ମୃତ୍ୟୁ ପରେ ଚେତିଛି ଜିଆରପି ପୁଲିସ ଓ ସ୍ପେଶାଲ ବ୍ରାଞ୍ଚ। ସନ୍ଦେହ ଘେରରେ ଥିବା ଜଣେ ରୁଷ୍ ନାଗରିକଙ୍କୁ ଆଜି ପୁଲିସ ଉଠାଇନେଇଛି। ରେଳବାଇ ଥାନାରେ ଉକ୍ତ ରୁଷ୍ ନାଗରିକଙ୍କୁ ଅଟକ ରଖି ଜିଆରପି ପୁଲିସ, ଖାରବେଳ ଥାନା ପୁଲିସ ଓ଼ ସ୍ପେଶାଲ ବ୍ରାଞ୍ଚ ପୁଲିସ ପଚରାଉଚରା କରୁଛି। ଅଟକ ଥିବା ରୁଷୀୟ ନାଗରିକଙ୍କ … Continue reading ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ : ପଚରାଉଚରା ଜାରି